Ahalya Dake Aa cover art

Ahalya Dake Aa

Preview
LIMITED TIME OFFER

3 Months Free

£5.99/mo after 3 months. Cancel monthly.
Get this deal
Offer ends on 15 July 2026 at 11:59 BST.
More purchase options

Ahalya Dake Aa

By: ନିବାରଣ ଜେନା
Narrated by: Bikram Keshari Jena
Get this deal

£5.99/mo after 3 months. Cancel monthly.

Buy Now for £9.96

Buy Now for £9.96

ସମୟ ଓ ସମାଜର ନିଚ୍ଛକ ସତକଥାର ନିର୍ଭୀକ ଗାଳ୍ପିକ ନିବାରଣ ଜେନା। ତାଙ୍କ ଗଳ୍ପ, ଉପନ୍ୟାସରେ ମାଟି ପାଣି ପବନ ପ୍ରତି ଯେତିକି ମମତ୍ୱ, ସମାଜର ଅଂଧାରୀ ଦିଗକୁ ଦର୍ଶାଇବାରେ ସେତିକି ଅଙ୍ଗୀକାରବଦ୍ଧତା ତାଙ୍କୁ କଥାସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଚି। ଏହି ଉପନ୍ୟାସଟିରେ ଶିକ୍ଷିତ ସମାଜରେ ଘଟୁଥିବା କିଛି ଅକଥା, ଅଘଟଣ, ଅବୈଧ ସଂପର୍କକୁ ଲେଖକ ଚିତ୍ରିତ କରିଛନ୍ତିି। ଜଣେ ସରଳା ଝିଅକୁ ଚାକିରି ଦେଇ କେମିତି ପ୍ରତାରିତ କରାଯାଇଛି ଓ ନାରୀ ଅବଳା, ଦୁର୍ବଳା ନୁହଁ, ସେ ବି ପ୍ରତିଶୋଧ ନେଇପାରେ - ତାହା କୁହାଯାଇଛି।©2021 Storyside IN (P)2021 Storyside IN African American Mystery
adbl_web_anon_alc_button_suppression_t1
No reviews yet