Apananka Agyandhina cover art

Apananka Agyandhina

Preview
LIMITED TIME OFFER

3 Months Free

£5.99/mo after 3 months. Cancel monthly.
Get this deal
Offer ends on 15 July 2026 at 11:59 BST.
More purchase options

Apananka Agyandhina

By: ଗୌରହରି ଦାସ
Narrated by: Prakash Rout
Get this deal

£5.99/mo after 3 months. Cancel monthly.

Buy Now for £11.41

Buy Now for £11.41

ତୋଷାମଦ ପରି ଦାସତ୍ୱ ମଧ୍ୟ ମଣିଷର ଆଉଗୋଟିଏ ଦୁର୍ବଳତା। କିଛି ମଣିଷ ତୋଷାମଦ ଶୁଣିବାକୁ ଭଲପାନ୍ତି, ଆଉକିଛି ମଣିଷ ଚିରକାଳ କାହାର ନା କାହାର ଦାସ ହୋଇ ରହିବାକୁ ଚାହାନ୍ତି। ସେମାନେ ଦାୟିତ୍ୱ ଓ ଦାସତ୍ୱ ଭିତରର ବ୍ୟବଧାନକୁ ଜାଣିପାରନ୍ତି ନାହିଁ। ମାତ୍ର ସେମାନଙ୍କର ଶ୍ରଦ୍ଧା ଓ ସମ୍ମାନକୁ ଅପରପକ୍ଷ ଯେ ଦୁର୍ବଳତା ବୋଲି ଧରି ନେଇଥାନ୍ତି, ସେକଥା ସେମାନେ ଚିନ୍ତା କରି ପାରନ୍ତି ନାହିଁ। ଏଥିପାଇଁ ସେମାନଙ୍କୁ ଜୀବନରେ ପ୍ରଚୁର ମୂଲ୍ୟ ଦେବାକୁ ହୁଏ। ଏହିସବୁ କାରଣ ଯୋଗୁଁ 'ଆପଣଙ୍କ ଆଜ୍ଞାଧୀନ' ଉପନ୍ୟାସର ଚରିତ୍ରମାନେ ଆମମାନଙ୍କର ଖୁବ ପରିଚିତ ମନେହୁଅନ୍ତି। ଆମ ସମୟର ଜଣେ ନିଖୁଣ କଥାକାର ଗୌରହରି ଦାସଙ୍କ ଏହି ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସଟିକୁ ଶୁଣନ୍ତୁ ତେବେ ପ୍ରକାଶ ରାଉତଙ୍କ କଣ୍ଠରେ...©2021 Storyside IN (P)2021 Storyside IN Genre Fiction Literary Fiction
adbl_web_anon_alc_button_suppression_t1
No reviews yet