Chinha Achinha Chin cover art

Chinha Achinha Chin

Preview
LIMITED TIME OFFER

3 Months Free

£5.99/mo after 3 months. Cancel monthly.
Get this deal
Offer ends on 15 July 2026 at 11:59 BST.
More purchase options

Chinha Achinha Chin

By: ଗୌରହରି ଦାସ
Narrated by: Anitya Mohanty
Get this deal

£5.99/mo after 3 months. Cancel monthly.

Buy Now for £12.69

Buy Now for £12.69

'ଚୀନ ରାଇଟର୍ସ ଆସୋସିଏସନ'ର ଆମନ୍ତ୍ରଣ କ୍ରମେ 2002 ଜୁନ-ଜୁଲାଇରେ ଚୀନ ଭ୍ରମଣରେ ଯାଇଥିବା ଦଶଜଣିଆ ଭାରତୀୟ ଲେଖକ ପ୍ରତିନିଧି ଦଳରେ ବିଶିଷ୍ଟ ଲେଖକ ଗୌରହରି ଦାସ ଓଡିଶାରୁ ପ୍ରତିନିଧିତ୍ଵ କରିଥିଲେ। ଚୀନ ରହଣି ସମୟରେ ବେଜିଂ, ସିଆନ, ସେନସୁ, ଲୋୟାଙ୍ଗ ଓ ସାଂଘାଇ ଆଦି ସ୍ଥାନ ଭ୍ରମଣ କରି ଯେଉଁସବୁ ଅନୁଭୂତି ସଂଗ୍ରହ କରିଥିଲେ ସେସବୁର ଉତ୍କଣ୍ଠାପୂର୍ଣ୍ଣ ବର୍ଣ୍ଣନା ରହିଛି 'ଚିହ୍ନା ଅଚିହ୍ନା ଚୀନ' ପୁସ୍ତକରେ। କେବଳ ଅନୁଭୂତି ନୁହେଁ, ଚୀନ ଜାତିର ସାଂସ୍କୃତିକ ଏବଂ ଐତିହାସିକ ବୈଶିଷ୍ଟ୍ୟ ମଧ୍ୟ ଏଥିରେ ବର୍ଣ୍ଣିତ। ଓଡ଼ିଆ ଭାଷାରେ ଚୀନ ସମ୍ପର୍କରେ ଅଧିକ ଭ୍ରମଣକାହାଣୀ ନଥିବାବେଳେ ଶ୍ରୀଯୁକ୍ତ ଦାସଙ୍କ ଏହି ପୁସ୍ତକଟି ଏକ ସଂଗ୍ରହଣୀୟ ଦସ୍ତାବିଜ ପାଲଟିଛି!©2021 Storyside IN (P)2021 Storyside IN Literary History & Criticism
adbl_web_anon_alc_button_suppression_t1
No reviews yet