Keeta O Anyanya Galpa cover art

Keeta O Anyanya Galpa

Preview
LIMITED TIME OFFER

3 Months Free

£5.99/mo after 3 months. Cancel monthly.
Get this deal
Offer ends on 15 July 2026 at 11:59 BST.
More purchase options

Keeta O Anyanya Galpa

By: ପ୍ରକାଶ ମହାପାତ୍ର
Narrated by: Jitu Sabat
Get this deal

£5.99/mo after 3 months. Cancel monthly.

Buy Now for £11.64

Buy Now for £11.64

କାହାଣୀର ପାରମ୍ପରିକ ବିନ୍ୟାସରେ ବିଶ୍ୱାସ ରଖୁ ନଥିବା କଥାକାର ପ୍ରକାଶ ମହାପାତ୍ରଙ୍କ ଜୀବନ ନିହାତି ବେପରୁଆ। ତାଙ୍କ ହିସାବରେ- ସବୁ ଗଳ୍ପ ଗୋଟେ ଗୋଟେ ଅଜଣା ଇଲାକାକୁ ଯାତ୍ରା। ଗଳ୍ପରେ ସେମିତି ଥିମ୍ ଫିମ୍ କିଛି ନଥାଏ। ଗଳ୍ପ ହେଉଛି ଶିଳ୍ପୀର ମାତାଲ୍ ପଦଚିହ୍ନ, ଅରଣ୍ୟର ନୀରବତା ଓ ଉଦ୍ଧତ ନଦୀର ସ୍ୱେଚ୍ଛାଚାରିତା। ଏକରେ ବହୁ ସ୍ୱର, ମାନସିକ ଦ୍ୱୈତବୋଧ, ଅବଦମିତ ଯୌନଚେତନା ଓ ମଣିଷର ରହସ୍ୟମୟ, ଅପ୍ରକଟିତ ଅଭ୍ୟନ୍ତରକୁ ନେଇ ପରୀକ୍ଷା ନିରୀକ୍ଷା କରିବାକୁ ସେ ଭଲ ପା'ନ୍ତି। ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ 'କୀଟ ଓ ଅନ୍ୟାନ୍ୟ ଗଳ୍ପ' ବହିଟିରେ ଅଛି ସେମିତି କିଛି ଚମକେଇ ଦେଲାଭଳି ଗପ, ଯାହା ପଢିଲେ ରାତିରେ ହୁଏତ ନିଦ ହେବନି...©2021 Storyside IN (P)2021 Storyside IN Anthologies & Short Stories Short Stories
adbl_web_anon_alc_button_suppression_t1
No reviews yet