Meghapakshira Gita cover art

Meghapakshira Gita

Preview
LIMITED TIME OFFER

3 Months Free

£5.99/mo after 3 months. Cancel monthly.
Get this deal
Offer ends on 15 July 2026 at 11:59 BST.
More purchase options

Meghapakshira Gita

By: ହିରଣ୍ମୟୀ ମିଶ୍ର
Narrated by: Sradhanjali Panigrahi
Get this deal

£5.99/mo after 3 months. Cancel monthly.

Buy Now for £10.76

Buy Now for £10.76

ହିରଣ୍ମୟୀ ମିଶ୍ର ଓଡ଼ିଆ ଗଳ୍ପ ଓ ଉପନ୍ୟାସର ଜଣେ ଚର୍ଚ୍ଚିତ ଉଚ୍ଚାରଣ! 'ମେଘପକ୍ଷୀର ଗୀତ' ତାଙ୍କର ତୃତୀୟ ଉପନ୍ୟାସ, ଯେଉଁଥିରେ ଇଂଲଣ୍ଡକୁ ପାଠପଢିବାକୁ ଯାଇଥିବା ଜଣେ ଭାରତୀୟ ତରୁଣୀର ବଦଳି ଯାଉଥିବା ଜୀବନର ଚିତ୍ର ରହିଛି! ରହିଛି ବି ଆଖିପଲକରେ ଭାଙ୍ଗିଯାଉଥିବା ସମ୍ପର୍କର କାହାଣୀ! ଅନ୍ୟଏକ ସଂସ୍କୃତିର ଅନେକ ଅନାବିଷ୍କୃତ ଦିଗ, ଅନାବନା ଜାଲରେ ଛନ୍ଦି ହେଇଥିବା ପରିଚୟର ଅଦୃଶ୍ୟ ଛବି ସହ ସକାଳର ସଜଫୁଲ ପରି କୋମଳ ଆବେଗଭରା କାହାଣୀ ଶ୍ରୋତାଙ୍କୁ ଶେଷଯାଏ ବାନ୍ଧିରଖିବ!©2021 Storyside IN (P)2021 Storyside IN Genre Fiction Literary Fiction
adbl_web_anon_alc_button_suppression_t1
No reviews yet