Prathama Prabas cover art

Prathama Prabas

Preview
LIMITED TIME OFFER

3 Months Free

£5.99/mo after 3 months. Cancel monthly.
Get this deal
Offer ends on 15 July 2026 at 11:59 BST.
More purchase options

Prathama Prabas

By: ଗୌରହରି ଦାସ
Narrated by: Nalinikanta Biswal
Get this deal

£5.99/mo after 3 months. Cancel monthly.

Buy Now for £12.56

Buy Now for £12.56

ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ଗୌରହରି ଦାସଙ୍କର ପ୍ରଥମ ପ୍ରଭାବଶାଳୀ ଭ୍ରମଣକାହାଣୀ ହେଉଛି 'ପ୍ରଥମ ପ୍ରବାସ', ଯାହା ଏକାଧିକ ସଂସ୍କରଣରେ ପ୍ରକାଶିତ ହେବା ସହ ପାଠକୀୟ ଆଦୃତି ହାସଲ କରିଚାଲିଛି! ନ୍ୟୁୟର୍କ, ନ୍ୟୁଜର୍ସି, ୱାଶିଂଟନ ଡିସି, ମ୍ୟାରିଲ୍ୟାଣ୍ଡ, ଟେନିସି, ଆଲବାମା ଓ ଆଟଲାଣ୍ଟା ଆଦି ସ୍ଥାନ ଭ୍ରମଣର ରୋଚକ ଅନୁଭୂତି ଓ ଅଭିଜ୍ଞତାକୁ ଆଧାର କରି ରଚିତ ଏହି ପୁସ୍ତକରେ ପ୍ରବାସୀ ଓଡ଼ିଆମାନଙ୍କର ସାମାଜିକ ଜୀବନଚର୍ଯ୍ୟା ଓ ସାଂସ୍କୃତିକ ସହାବସ୍ଥାନର ବିବରଣୀ ମଧ୍ୟ ସ୍ଥାନ ପାଇଛି! ପ୍ରକାଶଭଙ୍ଗୀର ସ୍ୱଚ୍ଛତା, ଅକପଟ ବିଶ୍ୱସନୀୟତା ଏବଂ ପର୍ଯ୍ୟଟକର ଅନୁସନ୍ଧିଛା 'ପ୍ରଥମ ପ୍ରବାସ'ର ବିଶେଷତ୍ୱ!©2021 Storyside IN (P)2021 Storyside IN
adbl_web_anon_alc_button_suppression_t1
No reviews yet