Pratibandi cover art

Pratibandi

Preview
LIMITED TIME OFFER

3 Months Free

£5.99/mo after 3 months. Cancel monthly.
Get this deal
Offer ends on 15 July 2026 at 11:59 BST.
More purchase options

Pratibandi

By: ସରୋଜିନୀ ସାହୁ
Narrated by: Swati Sweta Rout
Get this deal

£5.99/mo after 3 months. Cancel monthly.

Buy Now for £12.09

Buy Now for £12.09

'ପ୍ରିୟଙ୍କା ସରଗପାଲି ଛୁଇଁଲା ବେଳକୁ ଅନ୍ଧାର ଘାରିସାରିଥିଲା ସମଗ୍ର ଅଂଚଳକୁ! ବସରୁ ଓହ୍ଲେଇ ଦେଖିଲା, ବର ଓସ୍ତ ଗଛ ଦିଟି ଦରୱାନ ଭଳି ଛିଡା ହେଇଛନ୍ତି ସାଲୁଟ ମାରିବା ଭଙ୍ଗୀରେ! ପ୍ରିୟଙ୍କା ପାଖରେ ଅପରିଚିତ ନୁହେଁ ଗାଁ! ତଥାପି କେମିତି ଯିବ ବୋଲି ଚିନ୍ତା କରୁଥିଲା, ଦେଖିଲା ତାରି ଆଡକୁ ମୋପେଡ଼ଟିଏ ଫଟଫଟ ଶବ୍ଦ କରି ଆଗେଇ ଆସି ରହିଗଲା...' ତାପରେ କଣ ହେଲା ପ୍ରିୟଙ୍କାର? ଜାଣିବା ପାଇଁ ଶୁଣନ୍ତୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ସରୋଜିନୀ ସାହୁଙ୍କ ବହୁଚର୍ଚ୍ଚିତ ଉପନ୍ୟାସ 'ପ୍ରତିବନ୍ଦୀ', ସ୍ୱାତୀ ଶ୍ଵେତା ରାଉତଙ୍କ କଣ୍ଠରେ...©2021 Storyside IN (P)2021 Storyside IN Genre Fiction Literary Fiction
adbl_web_anon_alc_button_suppression_t1
No reviews yet