Upanibesha cover art

Upanibesha

Preview
LIMITED TIME OFFER

3 Months Free

£5.99/mo after 3 months. Cancel monthly.
Get this deal
Offer ends on 15 July 2026 at 11:59 BST.
More purchase options

Upanibesha

By: ସରୋଜିନୀ ସାହୁ
Narrated by: Sarat Nayak
Get this deal

£5.99/mo after 3 months. Cancel monthly.

Buy Now for £10.76

Buy Now for £10.76

ମେଧା ତେବେ କ'ଣ ଚାହେଁ? କ'ଣ ପାଇଁ ସେ ଆସିଥିଲା ଅନିରୁଦ୍ଧ ପାଖକୁ? କାହିଁକି ବର୍ଷବର୍ଷ ଧରି ତାଙ୍କ ଭିତରେ ଚିଠିପତ୍ରର ଆଦାନପ୍ରଦାନ? ସଙ୍ଗୀତ ପାଇଁ? ତାଙ୍କ ସଂପର୍କରେ କୌଣସିଠି ସଙ୍ଗୀତ ନାଇଁ । ତାଳ, ଲୟ, ଆରୋହ, ଅବରୋହର ଆଦୌ ସ୍ଥାନ ନାହିଁ ।... ଏମିତି ଏକ ଦ୍ୱନ୍ଦ୍ୱ ନେଇ ଗଢ଼ିଉଠିଥିବା ଉପନ୍ୟାସ 'ଉପନିବେଶ' ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପାପ୍ତ ବିଶିଷ୍ଟ କଥାକାର ସରୋଜିନୀ ସାହୁଙ୍କର ଅନ୍ୟତମ ସଫଳ ସୃଷ୍ଟି । ଆସନ୍ତୁ ଶୁଣିବା ବିଶିଷ୍ଟ ସଙ୍ଗୀତଜ୍ଞ ଶରତ ନାୟକଙ୍କ କଣ୍ଠରେ...©2021 Storyside IN (P)2021 Storyside IN Genre Fiction Literary Fiction
adbl_web_anon_alc_button_suppression_t1
No reviews yet